Tuesday , December 6 2022
Home / ଶିକ୍ଷା / ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଭୁବନ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ଯ୍ୁକ୍ତ ତିନି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଂଜନ ନାୟକ,ପ୍ରଶାନ୍ତ ରାଉତରାୟ,ଅଧ୍ୟାପିକା ନମିତା ଦାଶ,ସୁପ୍ତିମୟୀ ସେନ ଉପସ୍ଥିତ ରହି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁ ଭାରତ ଆଜି ବିଶ୍ୱର ବୃହତ ତଥା ଶ୍ରେଷ୍ଠ ଗଣତନ୍ତ୍ର ଓ ସାମ୍ବିଧାନିକ ରାଷ୍ଟ୍ର ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.