Wednesday , January 26 2022
Breaking News
Home / ବିଶେଷ / ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ତଥା ବିଭିନ୍ନ ସମସ୍ୟା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ତଥା ବିଭିନ୍ନ ସମସ୍ୟା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର

କଟକ,୨୬/୧୧/୨୦୨୧(ଓଡ଼ିଶା ସମାଚାର): କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ବୟାଳିଶମୌଜା ଶାଖା ପକ୍ଷରୁ କଳାହାଣ୍ଡି ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ସଂପୃକ୍ତ ଘଟଣାର ଥିବା ସମସ୍ତଙ୍କୁ ଦଣ୍ଡ ପ୍ରଦାନ,ସିସିଟିଭି କ୍ୟାମେରା ସମସ୍ତ ସ୍କୁଲ କଲେଜରେ ଲଗାଯିବା,ନାରୀ ସୁରକ୍ଷା,ବେଣ୍ଟକାର ଫାଣ୍ଡିରେ ମହିଳା ଡେସ୍କ ପାଇଁ ନାରୀ ପୋଲିସ କର୍ମଚାରୀ ନିଯୁକ୍ତି ଆଦି ବହୁ ସମସ୍ୟା ନେଇ ଏକ ଦାବିପତ୍ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡିଜିଙ୍କ ଉଦ୍ଦେଶ୍ୟରେ ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରାଙ୍କୁ ପ୍ରଦାନ କରାଯାଇଛି । କୃଷକ ନେତା ଦେବୀପ୍ରସାଦ ପତି,ଅନିଲ ମହାପାତ୍ର,ଗାନ୍ଧୀଗୁରୁ ଦାସ,ଅଭିରାମ ଦଳାଇ,ଅସୀମ ଦାସ,ସୁରେଶ ଚନ୍ଦ୍ର ପ୍ରଧାନ, ଜ୍ଞାନ ରଞ୍ଜନ ବେଉରା,ଭାଗ୍ୟଧର ତ୍ରିପାଠୀ,ସୌମ୍ୟରଞ୍ଜନ ବେଉରା, ସାହିଲ ପ୍ରଧାନ,ଚିତ୍ତ ରଞ୍ଜନ ଲେଙ୍କା,ପ୍ରକାଶ ଭୋଇ,ରାଜଶ୍ରୀ ମିଶ୍ର, ଜୟନ୍ତୀ ସାହୁ,ସଂଯୁକ୍ତା ସାହୁ ପଦ୍ମାବତୀ ଦାସ,ମୀରା ମାଲିକ,ସଞ୍ଜୟ ସେଠି,ଅକ୍ଷୟ ଦାସ, ସୁରେଶ ପ୍ରଧାନ,ଜ୍ଞାନ ରଞ୍ଜନ ବେଉରା,ସନ୍ତୋଷ ଭୋଇ,ସାହିଲ ପ୍ରଧାନ,ରାଜଶ୍ରୀ ମିଶ୍ର,ଜୟନ୍ତୀ ସାହୁ,ସଂଯୁକ୍ତା ସାହୁ,ପଦ୍ମାବତୀ ଦାସ,ବିଜୟ ସ୍ବାଇଁ,ସୁଜିତ୍ ଦାସ, ସଲିଳ ଦାସ,ତୋଫାନ ବିଶ୍ବାଳ, ଗକେନ୍ଦ୍ର ବେହେରା,ଅନ୍ୟାୟ ମହାପାତ୍ର,ଶରତ ଦାସ,ସମ୍ବୁ ବୌଠାଳୁ,ସଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ଜନତାଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *