Monday , November 29 2021
Breaking News
Home / ବିଶେଷ / ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର ,୨୫/୧୧/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଆଶିଷ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସାଇନ୍ସ ପାର୍କ ନିକଟରେ ଛୁରାମାଡ଼ହୋଇଛି । ପ୍ରାୟ ୨୫ ଜଣ ଏହି ଆକ୍ରମଣ କରିଛନ୍ତି । ସହିଦନଗର ଥାନା ପୋଲିସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଂଚ କରି ଘଟଣାର ଛାନଭିନ୍ କରୁଛି । ପୂର୍ବ ଶତୃତାରୁ ଏହି ଛୁରାମାଡ଼ ହୋଇଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧ – ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ …

Leave a Reply

Your email address will not be published. Required fields are marked *