Saturday , August 20 2022
Breaking News
Home / ବିଶେଷ / ସତ୍ୟସାଇ ମନ୍ଦିରରେ ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ସାଂସଦ

ସତ୍ୟସାଇ ମନ୍ଦିରରେ ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ସାଂସଦ

ଭୁବନ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଅବତାର ପୁରୁଷ ,ଭଗବାନ ସତ୍ୟସାଇ ବାବାଙ୍କ ର ଜୟନ୍ତୀ ଅବସରରେ ଭୁବନ ସତ୍ୟସାଇ ସେବାସମିତିର ନିବେଦନ ରକ୍ଷାକରି ସାଂସଦ ମହେଶ ସାହୁ ସେଠାରେ ପହଁଚି ଅସହାୟ ନିଃସହାୟ ଦରିଦ୍ର ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ପୃଷ୍ଟି,ନରେନ୍ଦ୍ର ନନ୍ଦୀ,ପ୍ରତାପ ଦାସ,ଅଶେଷ ପୃଷ୍ଟି,ନୃସିଂହସାହୁ,ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.