ଭୁବନ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଅବତାର ପୁରୁଷ ,ଭଗବାନ ସତ୍ୟସାଇ ବାବାଙ୍କ ର ଜୟନ୍ତୀ ଅବସରରେ ଭୁବନ ସତ୍ୟସାଇ ସେବାସମିତିର ନିବେଦନ ରକ୍ଷାକରି ସାଂସଦ ମହେଶ ସାହୁ ସେଠାରେ ପହଁଚି ଅସହାୟ ନିଃସହାୟ ଦରିଦ୍ର ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ପୃଷ୍ଟି,ନରେନ୍ଦ୍ର ନନ୍ଦୀ,ପ୍ରତାପ ଦାସ,ଅଶେଷ ପୃଷ୍ଟି,ନୃସିଂହସାହୁ,ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର