Saturday , August 20 2022
Breaking News
Home / ବିଶେଷ / ଛତାମଠ ପରିଦର୍ଶନ କଲେମ ହେଶ

ଛତାମଠ ପରିଦର୍ଶନ କଲେମ ହେଶ

 ଭୁବନ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡସ୍ଥିତ ବାବା କାଶୀବିଶ୍ୱନାଥ ଙ୍କ ମନ୍ଦିର ,ଛତା ମଠକୁ ସାଂସଦ ମହେଶ ସାହୁ ପରିଦର୍ଶନ ରେ ଯାଇ ବିଭିନ୍ନ ସମସ୍ୟା ସଂପର୍କରେ ଲୋକଙ୍କସହ ଆଲୋଚନା କରିଥିଲେ । ଟ୍ରଷ୍ଟ ସଭାପତି ହରିହର ସାହୁ,ସଂପାଦକ ସୁରେନ୍ଦ୍ର କୁମାର ପୋଥାଳ,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ମାନଙ୍କ ତରଫରୁ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.