Tuesday , June 6 2023
Breaking News
Home / ବିଶେଷ / କାର୍ତିକ ପୂର୍ଣ୍ଣମୀରେ ମୃତ ନାବାଳକ ପରିବାରକୁ ଭେଟିଲେ ସାଂସଦ

କାର୍ତିକ ପୂର୍ଣ୍ଣମୀରେ ମୃତ ନାବାଳକ ପରିବାରକୁ ଭେଟିଲେ ସାଂସଦ

ଭୁବନ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ପବିତ୍ର କାର୍ତିକ ପୂର୍ଣ୍ଣମୀରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁବରଣ କରିଥିବା ନାବାଳକ ରଶ୍ମିରଂଜନ ନାୟକ ଓରଫ ରୋଶନ ଙ୍କ ପରିବାର ବର୍ଗଙ୍କୁ ଭେଟି ଗଭୀର ଦୁଃଖ ପ୍ରକାଶ କରିବାସହ ଶୋକାକୂଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ସାଂସଦ ମହେଶ ସାହୁ । ସୂଚନା ଯୋଗ୍ୟ ଯେ,ରୋଶନ ତାଙ୍କ ବାପାମାଙ୍କର ଏକ ମାତ୍ର ପୁତ୍ର ଥିଲେ ଓ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ।ସାଂସଦ ଙ୍କ ଏତାଦୃଶ କାର୍ଯ୍ୟ ଓ ଲୋକସଂପର୍କକୁ ବୁଦ୍ଧିଜୀବୀ ମହଲ ଉଚ୍ଚ ପ୍ରଶଂସା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.