କେନ୍ଦ୍ରାପଡ଼ା,୨୩/୧୧/୨୦୨୧(ଓଡ଼ିଶା ସମାଚାର)-ହରିଦାସପୁର- ପାରାଦୀପ ରେଳପଥର କେନ୍ଦ୍ରାପଡାର କଜଳା ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହିବା ପରେ ଘଟଣା ସମ୍ପର୍କରେ ରେଲୱେ ଜି.ଆର.ପି. ପୋଲିସକୁ ଜଣାଇ ଦିଆଯାଇଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି । ଓଡ଼ିଶା ସମାଚାର
Check Also
ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ
କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …