Monday , November 29 2021
Breaking News
Home / ବିଶେଷ / ରେଳ ଲାଇନ କଡରେ ଅଜଣା ଯୁବକଙ୍କ ଶବ

ରେଳ ଲାଇନ କଡରେ ଅଜଣା ଯୁବକଙ୍କ ଶବ

କେନ୍ଦ୍ରାପଡ଼ା,୨୩/୧୧/୨୦୨୧(ଓଡ଼ିଶା ସମାଚାର)-ହରିଦାସପୁର- ପାରାଦୀପ ରେଳପଥର କେନ୍ଦ୍ରାପଡାର କଜଳା ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହିବା ପରେ ଘଟଣା ସମ୍ପର୍କରେ ରେଲୱେ  ଜି.ଆର.ପି. ପୋଲିସକୁ ଜଣାଇ ଦିଆଯାଇଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *