Wednesday , December 8 2021
Home / ବିଶେଷ / ଯୁଵତୀ ନିଖୋଜ , ଆଶା ଆଶଙ୍କାରେ ପରିବାର ଲୋକେ

ଯୁଵତୀ ନିଖୋଜ , ଆଶା ଆଶଙ୍କାରେ ପରିବାର ଲୋକେ

କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ଗ୍ରାମର ଭାଗ୍ୟଧର ଵାରିକଙ୍କ ଝିଅ ଫୁଲ ଓରଫ ମଧୁସ୍ମିତା ଵାରିକ(୨୨)ଗତ ରବିବାର ସକାଳୁ କେଉଁ ଆଡେ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ଫୁଲର ସାମାନ୍ୟ ମସ୍ତିଷ୍କ ବିକୃତି ଥିଵା ଵେଳେ ତାର ନିଖୋଜକୁ ନେଇ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି। ବିଭିନ୍ନ ସ୍ଥାନ ସହ ବନ୍ଧୁବାନ୍ଧବ ଘର ଖୋଜାଖୋଜି କରି ନିରାଶ ହେବା ପରେ ପରିଵାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ଫୁଲର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୯୩୩୭୧୬୨୪୩୮ କିମ୍ବା ୯୭୭୬୩୧୫୪୫୬ ନମ୍ଵରରେ ଯୋଗାଯୋଗ କରିଵାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *