Saturday , August 13 2022
Breaking News
Home / ବିଶେଷ / ଆକସ୍ମିକ ଅଗ୍ନିକାଣ୍ଡରେ ଅମଣିଆ ଭୋଗଦୋକାନ ପୋଡିଗଲା

ଆକସ୍ମିକ ଅଗ୍ନିକାଣ୍ଡରେ ଅମଣିଆ ଭୋଗଦୋକାନ ପୋଡିଗଲା

କେନ୍ଦ୍ରାପଡ଼ା, ୨୩/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଥିବା ସୌରାନନ୍ଦ ସାହୁଙ୍କ ଅମଣିଆ ଭୋଗ ଦୋକାନଟି ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଯାଇଥିବା ଜଣାପଡିଛି । ଦୋକାନି ଶ୍ରୀ ସାହୁ ପୋଟଳୀ ପିଠା କରିବାକୁ ଚୂଲିରେ ବସାଇଥିବା ତେଳ କଡେଇଟିରେ ହଠାତ ନିଆଁ ଧରି ତାହା ଉପରକୁ ଉଠି ଯାଇଥିଲା । ଫଳରେ ସମଗ୍ର ଦୋକାନଟି ନିଆଁରେ ପୋଡିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହି ନିଆଁକୁ ଆୟତ କରିଥିଲା । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.