Wednesday , May 31 2023
Home / ବିଶେଷ / ସୁର ଭାଇ କରୋନା ସଂଙ୍କ୍ରମିତ

ସୁର ଭାଇ କରୋନା ସଂଙ୍କ୍ରମିତ

ଭୁବନେଶ୍ୱର ,୧୭/୧୧/୨୦୨୧(ଓଡ଼ିଶା ସମାଚାର)- ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ସଂକ୍ରମିତ ହୋଇଛନ୍ତି । ସୁରଭାଇ ଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ । ଉଭୟ ସଙ୍ଗରୋଧରେ ଅଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.