Sunday , December 5 2021
Home / ବିଶେଷ / ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନାହିଁ

ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନାହିଁ

ଭୁବନେଶ୍ୱର,୧୪/୧୧/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନାହିଁ । ଚଳିତ ବର୍ଷ କଟକ ବାଲିଯାତ୍ରା ହେବନାହିଁ ବୋଲି ପୂର୍ବରୁ କଟକ ଜିଲାପାଳ ପ୍ରକାଶ କରିବା ପରେ ବିଜ୍ଞପ୍ତି ଜାରି ହୋଇଛି । ଏବେ ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନାହିଁ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । କୋଭିଡ କଟକଣା ପାଇଁ ଗତ ବର୍ଷ ମଧ୍ୟ ଭୁବନେଶ୍ବର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ବୋଲି ଜଣାଯାଇଛି।ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *