Friday , December 3 2021
Breaking News
Home / ବିଶେଷ / ଘର ଉପରେ ଭାଙ୍ଗି ପଡିଲା ନଡିଆ ଗଛ ପଡିଲା,ଅଳ୍ପକେ ବର୍ତିଲେ ଗୃହକର୍ତା 

ଘର ଉପରେ ଭାଙ୍ଗି ପଡିଲା ନଡିଆ ଗଛ ପଡିଲା,ଅଳ୍ପକେ ବର୍ତିଲେ ଗୃହକର୍ତା 

ଗରଦପୁର, ୧୪/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ଗ୍ରାମ ପଂଚାୟତ ଅଧିନ ବେଡାରୀ ଗ୍ରାମର ଧିରେନ୍ କୁମାର ଜେନାଙ୍କ  ଗୋଟିଏ ନଡିଆ ଗଛ ବର୍ଷା ଯୋର୍ଗୁ ହଠାତ୍ ଘର ଉପରକୁ ଭାଙ୍ଗି ପଡିଥିଲା । ଗଛଟି ଘର ଉପରେ ପଡିବା ସମୟରେ ଗୃହକର୍ତା ଘରୁ ବାହାରି ଦୁଆର ମୁହଁରେ ନିକଟରେ ଠିଆ ହୋଇଥିଲେ । ଗଛଟି ତାଙ୍କ ନିକଟରୁ ୪/୫ ଫୁଟ ଦୂରରେ ପଡିଥିଲା ଓ ଗଛର ବାହୁଙ୍ଗା ତାଙ୍କ ଦେହରେ ବାଜିଥିଲା ।  ଗୃହ କର୍ତା ଏକ ନିଶ୍ଚିତ ଦୁୂର୍ଘଟଣାରୁ ବର୍ତିଯାଇଥିଲେ । ଗଛ ପଡିବା ଯୋଗୁ ତାଙ୍କର ଚାଳ ଘରଟି ଭାଙ୍ଗିପଡିଛି ।  ଓଡ଼ିଶା ସମାଚାର

About admin

Check Also

ଦାରିଙ୍ଗବାଡି ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ

ବାଲିଗୁଡା,୦୩/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଏକ ସେବାଶ୍ରମ ବିଦ୍ୟାଳୟ ର  …

Leave a Reply

Your email address will not be published. Required fields are marked *