Thursday , September 28 2023
Home / ରାଜନୀତି / ସାଲେପୁର ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସାଲେପୁର ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସାଲେପୁର, ୧୨/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସାଲେପୁର ରେ କଂଗ୍ରେସ ପକ୍ଷ ରୁ ୬ ଘଣ୍ଟିଆ ବନ୍ଦ ଡାକରା ସ୍ୱରୂପ କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମୀ ଶାନ୍ତିଶୃଙ୍ଖଳା ର ସହ ସାଲେପୁର ବଜାର ପରିକ୍ରମା କରି ଥିଲେ।କଂଗ୍ରେସ ନେତା ଓ କର୍ମୀ ମାନେ ମମିତା ମେହେର କୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି କରି ସ୍ଲୋଗାନ ମାନ ଦେଇଥିଲେ ଜ୍ଝସେହିପରି ନିଶ୍ଚିନ୍ତକୋଇଲି ଠାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *