Friday , August 12 2022
Breaking News
Home / ନିର୍ବାଚନ / କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ ୬ ଗୋଟି ୱ।ର୍ଡର ସଂରକ୍ଷଣ ଚିଠା ତାଲିକା

କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ ୬ ଗୋଟି ୱ।ର୍ଡର ସଂରକ୍ଷଣ ଚିଠା ତାଲିକା

କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ସରକାରଙ୍କ ପକ୍ଷରୁ ପୈ।ର ନିର୍ବାଚନ ପାଇଁ ସଜଵାଜ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କଟକ ମହାନଗର ନିଗମର ୫୯ ୱ।ର୍ଡର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସେଥିରେ କଟକ ସଦର ନିର୍ବାଚନମଣ୍ଡଳୀର ସିମସି ରେ ଥିଵା ୬ ଗୋଟି ୱ।ର୍ଡ ମଧ୍ୟରେ ୫୦ ଓ ୫୧ ପଛୁଆବର୍ଗ ଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୫୬,୫୭ ମହିଳା,୫୮ ଅଣସଂରକ୍ଷିତ ଓ ୫୯ ମହିଳା ଥିଵା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଵହୁ ନାମୀ ଦାମୀ ନେଡାଙ୍କର ନିର୍ବାଚନ ଲଢିଵା ଆଶା ଧୂଳିସାତ ହୋଇଛି। ତେଵେ ଵିଜେଡିରୁ ପ୍ରାର୍ଥୀ ହେଵାକୁ ଆଶାୟୀଙ୍କ ତାଲିକା ଲମ୍ଵା ହେଵାରେ ଲାଗିଛି। ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.