କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ସରକାରଙ୍କ ପକ୍ଷରୁ ପୈ।ର ନିର୍ବାଚନ ପାଇଁ ସଜଵାଜ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କଟକ ମହାନଗର ନିଗମର ୫୯ ୱ।ର୍ଡର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସେଥିରେ କଟକ ସଦର ନିର୍ବାଚନମଣ୍ଡଳୀର ସିମସି ରେ ଥିଵା ୬ ଗୋଟି ୱ।ର୍ଡ ମଧ୍ୟରେ ୫୦ ଓ ୫୧ ପଛୁଆବର୍ଗ ଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୫୬,୫୭ ମହିଳା,୫୮ ଅଣସଂରକ୍ଷିତ ଓ ୫୯ ମହିଳା ଥିଵା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଵହୁ ନାମୀ ଦାମୀ ନେଡାଙ୍କର ନିର୍ବାଚନ ଲଢିଵା ଆଶା ଧୂଳିସାତ ହୋଇଛି। ତେଵେ ଵିଜେଡିରୁ ପ୍ରାର୍ଥୀ ହେଵାକୁ ଆଶାୟୀଙ୍କ ତାଲିକା ଲମ୍ଵା ହେଵାରେ ଲାଗିଛି। ଓଡ଼ିଶା ସମାଚାର