କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ବରିଷ୍ଠ ଆଇପିଏସ ଅଫିସର ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ ଵ୍ୟୁରୋ( ଏନ୍ ସି ଵି) ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ (ଡିଜି) ଭାଵେ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନ ବହୁଚର୍ଚ୍ଚିତ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଗୈ।ରୀ ଖାନ୍ ଙ୍କ ଵଡ ପୁଅ ଆର୍ଯ୍ୟାନ୍ ଖାନ୍ (୨୩) ଙ୍କୁ ନିଶା ସେଵନ ଓ ନିଶା କାରଵାର ଅଭିଯୋଗରେ ଜଳ ଜାହାଜର ଏକ ରେଭ୍ ପାର୍ଟିରୁ ଗିରଫ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ଓଡ଼ିଶା ସମାଚାର