Tuesday , December 7 2021
Home / ବିଶେଷ / ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନ ହେଲେ ଏନ୍ ସି ଵି ମହାନିର୍ଦ୍ଦେଶକ

ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନ ହେଲେ ଏନ୍ ସି ଵି ମହାନିର୍ଦ୍ଦେଶକ

କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ବରିଷ୍ଠ ଆଇପିଏସ ଅଫିସର ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ ଵ୍ୟୁରୋ( ଏନ୍ ସି ଵି) ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ (ଡିଜି) ଭାଵେ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନ ବହୁଚର୍ଚ୍ଚିତ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଗୈ।ରୀ ଖାନ୍ ଙ୍କ ଵଡ ପୁଅ ଆର୍ଯ୍ୟାନ୍ ଖାନ୍ (୨୩) ଙ୍କୁ ନିଶା ସେଵନ ଓ ନିଶା କାରଵାର ଅଭିଯୋଗରେ ଜଳ ଜାହାଜର ଏକ ରେଭ୍ ପାର୍ଟିରୁ ଗିରଫ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *