Monday , December 6 2021
Breaking News
Home / ବିଶେଷ / ପାରାଦୀପ ପୋର୍ଟ ୱାର୍କସ ୟୁନିଅନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପାରାଦୀପ ପୋର୍ଟ ୱାର୍କସ ୟୁନିଅନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପାରାଦୀପ,୧୦/୧୧/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘଦିନ କରୋନା ମହାମାରୀ କଟକଣା ସାମାନ୍ୟ କୋହଳ ହେଲା ପରେ ପାରାଦୀପ ପୋର୍ଟ ୱାର୍କସ ୟୁନିଅନ ପକ୍ଷରୁ ସାତଦିନ ବ୍ୟାପି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି । ୟୁନିଅନର ସାଧାରଣ ସଂପାଦକ ନୃସିଂହ ଶତପଥିଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଆଖପାଖ ଅଂଚଳ ସମେତ ୟୁନିଅନ ପରିସରରେ ସଫେଇ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ୟୁନିଅନର କୋଷାଧ୍ୟକ୍ଷ ବ୍ରିଜେଶ କୁମାର ଲେଙ୍କା, ବୁଲୁ ସେଠୀ, କାର୍ତୀକ ନାୟକ, ପ୍ରସନ୍ନ ବଳ, ଦିବ୍ୟଲୋଚନ ମଲ୍ଲିକ, ଆଲୋକ ସେଠୀ, ବାଇଧର ମୁର୍ମୁ, ଧନଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ୟୁନିଅନର ସଭ୍ୟ ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *