କଟକ ସଦର, ୧୦/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା) – ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତ ( ଵୋଧପୁର)କୁ ଛାଡି ଉନ୍ନୟନ କାର୍ୟ୍ୟ ଯୋରସୋରରେ ଚାଲିଥିବା ବେଳେ କୈାଣସି କାରଣ ନଥାଇ ଵୋଧପୁର ପଞ୍ଚାୟତର କାର୍ୟ୍ୟ କୁ ଉଦେଶ୍ୟ ମୂଳକ ଭାଵେ ଵ୍ଲକ ପ୍ରଶାସନ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି।ପଞ୍ଚାୟତଵାସୀଙ୍କ ମୈ।ଳିକ ଓ ସାମ୍ଵିଧାନିକ କାର୍ୟ୍ୟକୁ ପୂର୍ଵପରି ଚାଲୁ କରିଵାକୁ ସରପଞ୍ଚ ସଂଧ୍ୟାରାଣୀ ଵେହେରା, ସମିତି ସଭ୍ୟ ଵିଶ୍ୱନାଥ ଵସ୍ତିଆଙ୍କ ସମେତ ୧୭ ଗୋଟି ୱ।ର୍ଡର ୱ।ର୍ଡ ସଭ୍ୟମାନେ ଵ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏହାର ଯଦି ପୁନଃର୍ଵିଚାର କରାନଯାଏ ତେଵେ ଆସନ୍ତା ୧୨ ତାରିଖ ଶୁକ୍ରବାର ଦିନ ପଞ୍ଚାୟତଵାସୀ କଟକ-ପାରାଦୀପ ରାଜରାସ୍ତାକୁ ଅଵରୋଧ କରିଵେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଓଡ଼ିଶା ସମାଚାର