କଟକ, ୯/୧୧/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ଉଷୁମା ପ୍ରିମିୟମ ଲିଗ୍ ୫ ଟି ଟିମିକୁ ନେଇ ଖେଳ ହୋଇଥିଲା । ଏହି ଖେଳରେ ବିଜେତା ହେଲା ଉଷୁମ ସୁପର କିଙ୍ଗ ଓ ହାରିଲା ଊସୁମା ରୟାଲ । ଉଷୁମା ଗ୍ରାମ ପଞ୍ଚାୟତର ସରପଞ୍ଚ ଯଚିନ୍ଦ୍ର କୁମାର ସାହୁ ବିଜେତା ଟିମିକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଖେଳରେ ବିକାଶ,ପରିଦା, ବିନାଶ ପରିଡ଼ା, ଅବିନାଶ ପ୍ରଧାନ, ପ୍ରଶାନ୍ତ ସାହୁ, ବିବାକାନନ୍ଦ ଦାସ , ସୁଶାନ୍ତ କୁମାର ସାମନ୍ତରାୟ, ସତ୍ୟରଞ୍ଜନ ସ୍ଵାଇଁ, ପ୍ରଦୀପ ବେହେରା, ସନ୍ତୋଷ ପ୍ରଧାନ, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର