Saturday , August 13 2022
Breaking News
Home / କ୍ରୀଡ଼ା / ଉସୁମା ପ୍ରିମିୟମ ଲିଗ୍ ଉଦଯାପିତ

ଉସୁମା ପ୍ରିମିୟମ ଲିଗ୍ ଉଦଯାପିତ

କଟକ, ୯/୧୧/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ଉଷୁମା ପ୍ରିମିୟମ ଲିଗ୍ ୫ ଟି ଟିମିକୁ ନେଇ ଖେଳ ହୋଇଥିଲା ।  ଏହି ଖେଳରେ ବିଜେତା ହେଲା ଉଷୁମ ସୁପର କିଙ୍ଗ  ଓ ହାରିଲା ଊସୁମା ରୟାଲ । ଉଷୁମା ଗ୍ରାମ ପଞ୍ଚାୟତର ସରପଞ୍ଚ ଯଚିନ୍ଦ୍ର କୁମାର ସାହୁ ବିଜେତା ଟିମିକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଖେଳରେ ବିକାଶ,ପରିଦା, ବିନାଶ ପରିଡ଼ା, ଅବିନାଶ ପ୍ରଧାନ, ପ୍ରଶାନ୍ତ ସାହୁ, ବିବାକାନନ୍ଦ ଦାସ , ସୁଶାନ୍ତ କୁମାର ସାମନ୍ତରାୟ, ସତ୍ୟରଞ୍ଜନ ସ୍ଵାଇଁ, ପ୍ରଦୀପ ବେହେରା, ସନ୍ତୋଷ ପ୍ରଧାନ, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.