Wednesday , December 1 2021
Breaking News
Home / ରାଜନୀତି / ନୂଆଗଡ଼ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ 

ନୂଆଗଡ଼ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ 

ତାରପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ନିର୍ଦ୍ଧେଶ କ୍ରମେ ସାମାଜୀକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ରଘୁନାଥପୁର ବ୍ଲକ୍ ବିଜୁ ଯୁବ ଜନତା ଦଳର ଉପ ସଭାପତି କିଶୋର ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନରେ  ରେଢ଼ୁଆ ପଂଚାୟତ ନୂଆଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରାଯାଇଛି ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ବିଭିନ୍ନ ରାସ୍ତାଘାଟ, ଅବ୍ୟବହୃତ ପୋଖରୀ, ନାଳ ନର୍ଦ୍ଧମା ଆଦି ସଫା କରାଯିବା ସହିତ ଗ୍ରାମର ଲୋକମାନେ କିପରି ସୁସ୍ଥ ପରିବେଶରେ ଜୀବନ ଯାପନ କରି ପାରିବେ , ସେ ବିଷୟରେ ଗ୍ରାମର ଯୁବକମାନେ ପରାମର୍ଶ ଦେଇଥିଲେ । ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *