Saturday , August 13 2022
Breaking News
Home / ବିଶେଷ / ଚକ୍ଷୁ ଚିକିତ୍ସା ଶିବିର 

ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୮/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ଶିତଳପାଟଣା ଗ୍ରାମରେ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର  ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମର ମା ଗଜଲକ୍ଷ୍ମୀ ଟ୍ରଷ୍ଟ ଏବଂ କଟକ ବିଡ଼ାନାସୀସ୍ଥିତ ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ପାଖଡ଼ ପଂଚାୟତ ସରପଂଚ ଗୌରାଙ୍ଗ ଚରଣ ପିଡ଼ା ଉଦଘାଟନ କରିଥିଲେ । ଏଥିରେ ମୋଟ ୧୫୦ ଅଧିକ ବ୍ୟକ୍ତି ନଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣ ଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ମା ଗଜଲକ୍ଷ୍ମୀ ଟ୍ରଷ୍ଟର ସମସ୍ତ ସଭ୍ୟ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.