Saturday , August 13 2022
Breaking News
Home / ବିଶେଷ / ଆକାଶବାଣୀ କେନ୍ଦ୍ରର ପ୍ରତଷ୍ଠିତ ଧୁଡୂକି ବାଦକ ତୀର୍ଥାନନ୍ଦ ଦାସଙ୍କ ପରଲୋକ

ଆକାଶବାଣୀ କେନ୍ଦ୍ରର ପ୍ରତଷ୍ଠିତ ଧୁଡୂକି ବାଦକ ତୀର୍ଥାନନ୍ଦ ଦାସଙ୍କ ପରଲୋକ

ମାହାଙ୍ଗା, ୭/୧୧/୨୦୨୧(ଓଡ଼ିଶା ସମାଚାର)- ମାହାଙ୍ଗା ବ୍ଳକ ଗୋପାଳପୁର ପଂଚାୟତ ବେଗୁନିଆପଦା ଗ୍ରାମର ପ୍ରତିଷ୍ଠିତ ଧୁଡୁକି ବାଦକ ତୀର୍ଥାନନ୍ଦ ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ସେ କଟକ ଆକାଶବାଣୀ କେନ୍ଦ୍ରର ଜଣେ ସ୍ୱୀକୃତୀପ୍ରାପ୍ତ ଧୁଡୁକି ବାଦକ ବିଭନ୍ନ ସମୟରେ ଧୁଡୁକି ବାଦ୍ୟ ପରିବେଷଣ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା,ବ୍ଳକ ଅଧ୍ୟକ୍ଷ ଶରତ ନାୟକ,କମଳାକାନ୍ତ ଦାସ,ସମାଜସେବୀ ଗୋ÷ତମ ଜେନା,ଶ୍ରୀକାନ୍ତ ରାଉତରାୟ,ଇଂ ଚିନ୍ମୟ ଜେନା,ସମିତସଭ୍ୟ କୁଂଜବିହାରୀ ନାଥ ଶର୍ମା,ପୂର୍ବତନ ସରପଞ୍ଚ ସୁବାଷ ମହାନ୍ତି,ପରମାନନ୍ଦ ସେଠୀ,ମହେନ୍ଦ୍ର ମଳିକ,ନରହରି ସେଠୀ,ସୁମନ ଦାସ.ଲକ୍ଷ୍ମଣ ଦାସ,ଜିତେନ୍ଦ୍ର ବିଶ୍ୱାଳ,ମନୋଜ ଭୂୟାଁ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.