Saturday , August 13 2022
Breaking News
Home / ଶିକ୍ଷା / ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଅନୁସୂୟା ମିଶ୍ର, ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ମହାପାତ୍ର, ବରିଷ୍ଠ ଶିକ୍ଷକ ବୀରବର ସେନାପତି, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ସ୍କୁୁଲ ପରିଚାଳନା ସମିତି ସଭାପତି ଶୁକଦେବ ଜେନା, ଉପସଭାପତି ଜାହାନାରା ବିବି ଏବଂ ଅନ୍ୟ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ପିଲାମାନଙ୍କୁ ପୋଷାକ ବୀତରଣ କରଯାଇଥିଲା । ଉକ୍ତ ସଭାରେ ସସ୍ମିତା ପଣ୍ଡା, ରଶ୍ମିତା ପରିଡା, ଶ୍ରୀନିବାସ ମିଶ୍ର, ରିନୁ ପାଇଟାଳ, ପ୍ରିୟମ୍ବଦା ନାୟକ, ଲଳିତ ମୋହନ ସ୍ୱାଇଁ, ପ୍ରଜ୍ଞାପାରମିତା ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଶର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.