Saturday , June 3 2023
Breaking News
Home / ବିଶେଷ / ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିରରେ ୫୫ୟୁନିଟ ରକ୍ତ ସଂଗ୍ରହ

ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିରରେ ୫୫ୟୁନିଟ ରକ୍ତ ସଂଗ୍ରହ

କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ କେମରନ ଲୁବ୍ରିକାସହାୟତାରେ ଶନିବାର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୫୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆଶ୍ରମର ବାବାଜୀ ଚେତନାନନ୍ଦ ଦାସ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରି ‘ରକ୍ତଦାନ ମହତ ଦାନ’ ବୋଲି କହିଥିଲେ । ଏହି ଶିବିରକୁ ଉଦ୍ୟମର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, କୃପାସିନ୍ଧୁ ମଲିକ, ବିଭୁଦ ମଲିକ, ବିଭୁତି ଭୂଷଣ ସାହୁ, ପ୍ରଜେଶ ନାୟକ, ରମାକାନ୍ତ ରାଉତ, ନିକି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.