Tuesday , August 9 2022
Breaking News
Home / ବିଶେଷ /  ହୃଦଘାତରେ ଯୁବକ ମୃତ

 ହୃଦଘାତରେ ଯୁବକ ମୃତ

ଗରଦପୁର, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ଗ୍ରାମ ଗୋରଡ଼ା ସାହିର ଗୋପାଳ ଚରଣ ପଣ୍ଡା (୪୦) ଙ୍କର ହୃଦାଘାତରେ ପରୋଲାକ ହୋଇ ଯାଇଛି । ଡ଼ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କର ସେ ଏକମାତ୍ର ପୁଅ । ହୃଦଘାତର ଶିକାର ହେବା କ୍ଷଣି ତାଙ୍କୁ କଟକ ନେବା ବାଟରେ ତାଙ୍କର ପରାଲାକ ହୋଇ ଯାଇଥିଲା । ଗ୍ରାମ ସ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଛି । ଗୋପାଳଙ୍କ ଜୁଇରେ ତାଙ୍କ ବଡ଼ ପୁଅ ମୁଖାଗ୍ନୀ ଦେଇଥିଲେ । ଏହି ମୃତ୍ୟୁରେ ଗ୍ରାମରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.