Monday , December 6 2021
Breaking News
Home / ବିଶେଷ / କଟକରେ ମାଣବସା, କେନ୍ଦ୍ରାପଡ଼ାରେ ଅଂଳାନଵମୀ ଭଦ୍ରକରେ କାଳୀପୂଜାକୁ ଲୋକାଲ ହଲିଡେ ଘୋଷଣା

କଟକରେ ମାଣବସା, କେନ୍ଦ୍ରାପଡ଼ାରେ ଅଂଳାନଵମୀ ଭଦ୍ରକରେ କାଳୀପୂଜାକୁ ଲୋକାଲ ହଲିଡେ ଘୋଷଣା

କଟକ ସଦର, ୦୪/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନ୍ତର୍ଗତ କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପାଇଁ ଗୋଟିଏ ଦିନ ଲେଖାଏଁ ସ୍ଥାନୀୟ ଛୁଟି ( ଲୋକାଲ ହଲିଡେ) ଘୋଷଣା କରାଯାଇଛି।କଟକ ଜିଲ୍ଲା ରେ ମାଣଵସା ପାଇଁ ଡିସେମ୍ବର ୧୬, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଁଳାନଵମୀ ପାଇଁ ନଭେମ୍ବର ୧୨ ଓ ଭଦ୍ରକ ଜିଲାରେ କାଳୀପୂଜା ପାଇଁ ନଭେମ୍ବର ୫ କୁ ସ୍ଥାନୀୟ ଛୁଟି ଦିଵସ ଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଏହାଦ୍ବାରା ନିର୍ଧାରିତ ଛୁଟି ଦିନରେ ସଂପୃକ୍ତ ଏହି ତିନୋଟି ଜିଲ୍ଲାର ସ୍ଥାନୀୟ ସରକାରୀ କାର୍ୟ୍ୟାଳୟ ଗୁଡିକ ବନ୍ଦ ରହିଵ ଵୋଲି ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *