Saturday , August 20 2022
Breaking News
Home / ବିଶେଷ / ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଙ୍କ ବିଜେଡି ଦଳରୁ ଇସ୍ତଫା

ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଙ୍କ ବିଜେଡି ଦଳରୁ ଇସ୍ତଫା

ଢ଼େଙ୍କାନାଳ ୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଆଜି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସାହୁ ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ସାହୁ ବିଜେଡିରୁ ମୋଟ ୪ ଥର ବିଧାୟକ ଭାବେ ଜିତିଥିଲେ ଓ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ସ୍ଥାନରେ ରମେଶ ସାଏ ଙ୍କୁ ବିଜେଡ଼ି ଟିକଟ ଦେଇଥିଲା ଓ ସେ ମଧ୍ୟ ବିଜୟ ଲାଭ କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.