Friday , September 29 2023
Breaking News
Home / ବିଶେଷ / ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଙ୍କ ବିଜେଡି ଦଳରୁ ଇସ୍ତଫା

ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଙ୍କ ବିଜେଡି ଦଳରୁ ଇସ୍ତଫା

ଢ଼େଙ୍କାନାଳ ୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଆଠମଲିକ୍ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଆଜି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସାହୁ ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ସାହୁ ବିଜେଡିରୁ ମୋଟ ୪ ଥର ବିଧାୟକ ଭାବେ ଜିତିଥିଲେ ଓ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ସ୍ଥାନରେ ରମେଶ ସାଏ ଙ୍କୁ ବିଜେଡ଼ି ଟିକଟ ଦେଇଥିଲା ଓ ସେ ମଧ୍ୟ ବିଜୟ ଲାଭ କରିଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *