Wednesday , October 4 2023
Breaking News
Home / ବିଶେଷ / ଅତିରିକ୍ତ ତହସିଲଦାର ଙ୍କର ପର୍ଜଙ୍ଗ ତହସିଲ କୁ ବଦଳି

ଅତିରିକ୍ତ ତହସିଲଦାର ଙ୍କର ପର୍ଜଙ୍ଗ ତହସିଲ କୁ ବଦଳି

ଭୁବନ,୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ମନୋଜକୁମାର ମାଝି ଙ୍କର ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲକୁ  ଆଜି ସଂଧ୍ୟାରେ ବଦଳି ହୋଇଥିବା ରାଜସ୍ୱ ଓ ବିପର୍ଜୟ ପରିଚାଳନା ବିଭାଗ ଚିଠି ନଂ-୩୨୫୯୪ ରୁ ଜଣାପଡିଛି  । ଶ୍ରୀଯୁକ୍ତ ମାଝି ସ୍ଥାନୀୟ ଅଂଚଳର ବ୍ୟକ୍ତି ହୋଇଥିବାରୁ ଉତମ ଲୋକସଂପର୍କ ସହିତ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରୁଥିଲେ । ତ୍ରିସ୍ତରୀୟ ନିର୍ବାଚନ ସକାଶେ ତାଙ୍କକ୍ସ ବଦଳି ହୋଇଥିବା ସ୍ପଷ୍ଟ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *