Saturday , August 13 2022
Breaking News
Home / ତାଜା ଖବର / ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

କଟକ, ୦୨/୧୧/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଜଗତପୁର ଥାନା ପକ୍ଷରୁ ବେଆଇନ ବାଣ ଜବତ ହୋଇଛି । ସୂଚନା ଅନୁଯାୟୀ ଜଗତପୁର ଥାନା ଅଧୀନରେ ଫକିର ଚରଣ ନାୟକ ନାମକ ଜଣେ ବ୍ୟକ୍ତି ବେଆଇନ ଭାବରେ ବିପୁଳ ପରିମାଣର ବାଣ ରଖିଥିବା ସୂଚନା ପାଇ ଜଗତପୁର ଥାନା ଅଧିକାରୀ ଚଢ଼ାଉ କରିଥିଲେ । ବାଣ ଜବତ କରି ଅଭିଯୁକ୍ତ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.