Saturday , August 20 2022
Breaking News
Home / ବିଶେଷ / କଟକ ଜିଲ୍ଲାପାଳଙ୍କ ପଦୋନ୍ନତି, ଜିଲ୍ଲାପାଳ ସହିତ ସିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ବ

କଟକ ଜିଲ୍ଲାପାଳଙ୍କ ପଦୋନ୍ନତି, ଜିଲ୍ଲାପାଳ ସହିତ ସିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ବ

କଟକ ସଦର, ୦୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କର ଇତିମଧ୍ୟରେ ସ୍ୱତନ୍ତ୍ର ସଚିଵ ପାହ୍ୟାକୁ ପଦୋନ୍ନତି ହୋଇଥିବା ଜଣାପଡିଛି। ପଦୋନ୍ନତି ପାଇବା ପରେ ମଧ୍ୟ ଶ୍ରୀ ଚୟନୀ ଜିଲ୍ଲାପାଳ ଭାଵେ କାର୍ୟ୍ୟ ଜାରି ରଖିବେ । ଏଥିସହିତ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ର ଉପାଧ୍ୟକ୍ଷ (ଭିସି) ଭାଵେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ ଯେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଵଡ ମେଡିକାଲରେ ଇକମୋ ୟୁନିଟ ଉଦଘାଟନ କରିଵାକୁ ଆସିଥିବା ଅଵସରେ ଜିଲାପାଳ ଶ୍ରୀ ଚୟନୀଙ୍କ କାର୍ୟ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରି ଟିପ୍ପଣୀ ଦେଇଥିଵାକୁ ନେଇ ସେତେବେଳେ ଆଲୋଡନ ସୃଷ୍ଟି ହୋଇଥିଲା । ଓଡ଼ିଶା ସମାଚାର

 

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.