ଗରଦପୁର ,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବିଧାୟକ ଡ଼ ବ୍ୟୋମକେଶ ରାୟ ଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ର ଯୁବ ବିଜୁ ଜନତା ଦଳର ଡ଼ିଜିଟାଲ ସମ୍ପାଦକ ରୂପେ ରାମଚନ୍ଦ୍ର ଜେନା ଙ୍କୁ ଦାୟିତ୍ୱ ମିଳିଥିବାରୁ ଶ୍ରୀ ଜେନା ଜିଲା ଯୁବ ବିଜୁ ଜନତା ସଭାପତି ରାଜେସ ଦାସ, ଗରଦପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ଜିଲା କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି, ଦିଲିପ ସାହୁ,ସରୋଜକାନ୍ତ ନାୟକ,ପ୍ରକାଶ ସାହୁ,ସନ୍ତୋଷ କୁମାର ମାହାଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …