ଭୁବନେଶ୍ୱର,୦୧/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ମହାମାରୀ ପାଇଁ ସବୁକିଛି ବନ୍ଦ । ଧିରେ ଧିରେ ସ୍ଥିତି ସ୍ୱ୍ୱାଭାବିକ ଆଡକୁ ଆସୁଛି । ତେବେ ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସା ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଦୀପାବଳି ପରେ ସରକାର ଏସମ୍ପର୍କରେ ନିଷ୍ପତି ନେବେ । ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି । କରୋନା କାୟା ପରଠୁ ଦୁଇ ବର୍ଷ ହେବ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ । ଓଡ଼ିଶା ସମାଚାର