Monday , September 25 2023
Breaking News
Home / ତାଜା ଖବର / ତାଜା ଖବର : ଦୁର୍ବୃତଙ୍କ ଗୁଳିମାଡ଼ରେ ଯୁବକ ମୃତ

ତାଜା ଖବର : ଦୁର୍ବୃତଙ୍କ ଗୁଳିମାଡ଼ରେ ଯୁବକ ମୃତ

ରେମୁଣା, ୩୧/୧୦/୨୦୨୧(ଓଡ଼ିଶା ସମାଚାର)-ଦୁର୍ବୃତଙ୍କ ଗୁଳି ମାଡ଼ରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ଜଣ ଅଜଣା ଦୁର୍ବୃତ ଏକ ମୋଟରସାଇକେଲରେ ଆସି ଜଣେ ଯୁବକଙ୍କ ଉପରକୁ ପ୍ରଥମେ ଗୁଳିମାଡ଼ କରିଥିଲେ ଓ ପରେ ଏକ ଧାରୁଆ ଅସ୍ତ୍ରରେ ମଧ୍ୟ ହାଣିଥିଲେ । ମୃତ ଯୁବକ ହେଉଛନ୍ତି ଜଗନ୍ନାଥପାଟଣାର ବିନୋଦ ବିହାରୀ ଦାସ । କାହିଁକି , କିଏ ଯୁବକଙ୍କୁ ଏପରି ହତ୍ୟା କଲେ ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ ଟା ୧୫ ରେ ଏହି ଘଟଣା ଘଟିଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *