Saturday , August 13 2022
Breaking News
Home / ରାଜନୀତି / ମୋସିମ ଖାଁ ଯୁବ ବିଜଡେି ଡିଜିଟାଲ ସମ୍ପାଦକ ମନୋନିତ

ମୋସିମ ଖାଁ ଯୁବ ବିଜଡେି ଡିଜିଟାଲ ସମ୍ପାଦକ ମନୋନିତ

କେନ୍ଦ୍ରାପଡ଼ା, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବ ନେତା ମୋସିମ ଖାଁଙ୍କୁ ଯୁବ ବିଜେଡି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଡିଜିଟାଲ ସମ୍ପାଦକ ଭାବେ ମନୋନିତ କରାଯାଇଛି । ରାଜ୍ୟ  ବିଜୁ ଯୁବ ଜନତାଦଳ ସଭାପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ ମୋସିମ ଖାଁଙ୍କୁ କେନ୍ଦ୍ରାପଡା ବ୍ଲକ ବିଜୁ ଯୁବ ଜନତା ଦଳର ଡିଜିଟାଲ ସମ୍ପାଦକ ଭାବେ ମନୋନିତ କରିଛନ୍ତିି । କେନ୍ଦ୍ରାପଡା ବ୍ଲକ ଅଂଚଳରେ ଯୁବ ବିଜେଡିର ଡିଜିଟାଲ କାର୍ଯ୍ୟକ୍ରମରେ ମୋସିମ ଅଧିକରୁ ଅଧିକ ଯୁବକମାନଙ୍କୁ ଜୋଡି ଦଳର ସଂଗଠନକୁ ମଜଭୁତ କରିବେ ବୋଲି କହିଛନ୍ତି । ଏହି ନିଯୁକ୍ତି ପାଇଁ ମୋସିମ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.