Thursday , September 28 2023
Home / ଶିକ୍ଷା / ଢୋଲ ମା’ମଙ୍ଗଳା ଉ.ପ୍ରା. ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଢୋଲ ମା’ମଙ୍ଗଳା ଉ.ପ୍ରା. ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡ଼ା, ୩୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତ ଅଧିନସ୍ଥ ମା’ମଙ୍ଗଳା ଉ.ପ୍ରା. ବିଦ୍ୟାଳୟରେ ଶନିବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାନାଥ ମିଶ୍ର, ସହକାରୀ ଶିକ୍ଷକ ଗଙ୍ଗାଧର ମହାପାତ୍ର, ଢୋଲ ନାଏବ ସରପଂଚ ପ୍ରଭାତ ରାଉତ, ଶ୍ରୀଧର ମହାନ୍ତି, ଦିଲ୍ଲିପ ମହାନ୍ତି, ଉଷାରାଣୀ ରାଉତ, ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *