Tuesday , August 9 2022
Breaking News
Home / କ୍ରୀଡ଼ା / ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାରେ ମୁକ୍ତାକାଶ ଜିମ୍ ସୁବିଧା

ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାରେ ମୁକ୍ତାକାଶ ଜିମ୍ ସୁବିଧା

କଟକ ସଦର , ୨୮/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଯୋବ୍ରା ଆନିକଟ ଠାରୁ ରାଣୀହାଟ ପୋଲ ପର୍ୟ୍ୟନ୍ତ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାର ଉନ୍ନତିକରଣ ସାଙ୍ଗକୁ ସୈ।ନ୍ଦର୍ୟ୍ୟକରଣ କାର୍ୟ୍ୟ ସରିଥିଲା ଵେଳେ ଏଵେ ସେଠାରେ ଲୋକଙ୍କ ସୁବିଧା ପାଇଁ ମୁକ୍ତାକାଶ ଜିମ୍ ସୁବିଧା ଉପଲବ୍ଧ ହେଵାକୁ ଯାଉଛି। ପ୍ରକାଶ ଯେ ପୂର୍ତ୍ତ ବିଭାଗ ଓ ମହାନଗର ନିଗମ ର ମିଳିତ ଉଦ୍ୟମରେ ଅର୍ଵାନ ଡେଭଲପମେଣ୍ଟ ଦ୍ୱାରା ଏହି କାର୍ୟ୍ୟ ଆଗେଇ ଶେଷ ପର୍ୟ୍ୟାୟରେ ପହଞ୍ଚିଛି।ଏହି ରାସ୍ତାରେ କଟକ ଵାସୀ ସକାଳ ଓ ସଞ୍ଜରେ ଭ୍ରମଣ ସାଙ୍ଗକୁ ବ୍ୟାୟାମ ର ସୁବିଧା ନେଇପାରିବେ ଵୋଲି ଵିଭିଗୀୟ କର୍ମକର୍ତ୍ତାଙ୍କ ଠାରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.