Saturday , August 13 2022
Breaking News
Home / ବିଶେଷ / କନ୍ଦରପୁର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

କନ୍ଦରପୁର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

କଟକ ସଦର , ୨୮/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କନ୍ଦରପୁର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଆଜି ଗୁରୁବାର କନ୍ଦରପୁର ଥାନା ଅନ୍ତର୍ଗତ କେଶପୁର ହୁଙ୍କା ଗୋସ୍ୱାମୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାଵେ ପଣ୍ଡିତ କୃଷ୍ଣ ଚନ୍ଦ୍ର ତ୍ରିପାଠି ଙ୍କୁ ପୁନର୍ବାର ଚୟନ କରାଯାଇଥିବା ବେଳେ ଉପସଭାପତି ଭାଵେ ସନ୍ତୋଷ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଅନନ୍ତ ଚରଣ ଦଳାଇ,ଯୁଗ୍ମ ସମ୍ପାଦକ ଗଜେନ୍ଦ୍ର ନାଥ ସ୍ୱ।ଇଂ,ସହ ସମ୍ପାଦକ ମିର୍ଜା ଜାହେଦିନ୍ ଵେଗ୍, କୋଷାଧ୍ୟକ୍ଷ ବଂଶିଧର ବେହେରା,ସମୀକ୍ଷକ ତ୍ରିଲୋଚନ ବେହେରା ଓ ଆଵାହକ ଵସନ୍ତ କୁମାର ରାୟଙ୍କୁ ମନୋନୀତ କରାଯାଇଛି।ଏଥିରେ ଉପଦେଷ୍ଟା ଭାବେ ଅରକ୍ଷିତ ଭୋଇ, ଚିନ୍ତାମଣି ଜେନା, ବାବାଜୀ ଵିଶ୍ୱ।ଳ,ଫକିର ଚରଣ ମହାରଣା ଓ ଅକ୍ଷୟ ପଟ୍ଟନାୟକ ଙ୍କୁ ରଖାଯାଇଥିଵା ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.