Wednesday , December 8 2021
Home / ରାଜନୀତି / ବିଜୁ ଯୁବଜନତା ଦଳ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଟିମ୍ ର ଯୋଗଦାନ

ବିଜୁ ଯୁବଜନତା ଦଳ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଟିମ୍ ର ଯୋଗଦାନ

କେନ୍ଦ୍ରାପଡ଼ା, ୨୭/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ଠାରେ ଅନୁଷ୍ଠିତ ବିଜୁ ଯୁବଜନତା ଦଳର ୨ଦିନିଆ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡାର ଏକ ଟିମ ଯୋଗଦେଇଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ କେନ୍ଦ୍ରାପଡାରୁ ଯାଇଥିବା ବ୍ଲକ ଯୁବ ବିଜେଡି ସଭାପତି ସଂଗମକେଶରୀ ସାମଲ, ଡିଜିଟାଲ ସମ୍ପାଦକ ଆଲୋକ ମାହାଳି, ନଗର ଯୁବ ବିଜେଡି ସଭାପତି ମାନସରଞ୍ଜନ ଦାସ, ପଟ୍ଟାମୁଣ୍ଡାଇ ଯୁବ ବିଜେଡି ସଭାପତି ମିଟ୍ଟୁମନୋଜ ନାୟକଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଓ ନଗରର କର୍ମକର୍ତାମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *