Tuesday , December 7 2021
Breaking News
Home / ବିଶେଷ / ଆଉ ନାହାନ୍ତି ଧର୍ମପ୍ରାଣା ମହିଳା ଶୁକଲତା ବେହେରା – ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ

ଆଉ ନାହାନ୍ତି ଧର୍ମପ୍ରାଣା ମହିଳା ଶୁକଲତା ବେହେରା – ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ

 କଟକ ୨୬/୧୦/୨୦୨୧(ଓଡ଼ିଶା ସମାଚାର)-କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମର ଧର୍ମପ୍ରାଣା,ମିଷ୍ଟଭାଷୀ ତଥା ଆଦର୍ଶ ମହିଳା ସ୍ବର୍ଗତା ଶୁକଲତା ବେହେରାଙ୍କୁ ଏକାଦଶାହରେ ଶୋକସଭା ବେହେରାସାହି ତ୍ରିନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ସଭାରେ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ଉପଦେଷ୍ଟା ବାବି ପ୍ରସାଦ ଦାସ,ନାଟ୍ୟକାର ଅଶୋକ ପଟ୍ଟନାୟକ,ସମାଜସେବୀ ଅଜୟ ବେହେରା,ରକ୍ତଦାତା ଅଶୋକ ସେଠୀ,କଥାକାର ଶରତ ରାୟ,ସମିତି ସଭ୍ୟ ଚିତ୍ତ ରଂଜନ ଭୋଳ,ସମାଜସେବୀ ତ୍ରିଲୋଚନ ଦଳାଇ,କଳାକାର ସୁଧାଂଶୁ ଶେଖର ବେଉରା,ଯୁବନେତା ଲକ୍ଷ୍ମୀଧର ବେଉରା,ରକ୍ତଦାତା ପ୍ରଦୀପ ଲେଙ୍କା,ପୁତ୍ର ବିଷ୍ଣୁ ଚରଣ ବେହେରା,ମହେଶ୍ୱର ବେହେରା,ଗୋବିନ୍ଦ ବେହେରା,ବ୍ରହ୍ମାନନ୍ଦ ବେହେରା,ଇଶ୍ୱର ବେହେରା,ସୁରେଶ ଚନ୍ଦ୍ର ବେହେରା,ହାଡିବନ୍ଧୁ ବେହେରା, କନ୍ୟା ଜ୍ୟୋତ୍ସ୍ନାରାଣୀ ବେହେରା, ଉଷାରାଣୀ ବେହେରା,ନାତି ସୁବାସ ବେହେରା,ସନ୍ତୋଷ ବେହେରା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଆମର ଆତ୍ମାର ସଦ୍ଗତି କାମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *