Wednesday , December 1 2021
Breaking News
Home / ବିଶେଷ / ଯାଆଲୋ ମା ଯା,ଆର ଵରଷକୁ ଅନେଇ ଥା – କୋଭିଡ୍ କଟକଣାରେ ଶେଷ ହେଲା ପାରାଵିଲ୍ ଗଜଲକ୍ଷ୍ମୀ ଭସାଣ

ଯାଆଲୋ ମା ଯା,ଆର ଵରଷକୁ ଅନେଇ ଥା – କୋଭିଡ୍ କଟକଣାରେ ଶେଷ ହେଲା ପାରାଵିଲ୍ ଗଜଲକ୍ଷ୍ମୀ ଭସାଣ

କଟକ ସଦର, ୨୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କୋଭିଡ୍ କଟକଣା ମଧ୍ୟରେ ୧୯ ତାରିଖରୁ ୭ ଦିନ ବ୍ୟାପି କୋଭିଡ୍ କଟକଣା ମଧ୍ୟରେ ନିରାଡମ୍ବର ଭାଵେ ପାଳିତ ହୋଇଥିଵା କଟକ ସଦର ଅଞ୍ଚଳ ପାରାଵିଲ୍ ର ଗଜଲକ୍ଷ୍ମୀ ପୂଜାର ଆଜି ସୋମବାର ଭସାଣ ସେହିପରି ଅନୁଷ୍ଠିତ ହୋଇଛି।କେଵଳ ଘଣ୍ଟ ଵଜାଇ ମୂର୍ତ୍ତି ଗୁଡିକ ପରମ୍ପରା ଅନୁଯାୟୀ ଭସାଣ ପଡିଆ ଦେଇ ପୂଣ୍ୟତୋୟା ରତ୍ନଯୋରୀରେ ଵିସର୍ଜିତ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କିଶନନଗର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିଲା। ଓଡ଼ିଶା ସମାଚାର

 

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *