Friday , September 29 2023
Breaking News
Home / ବିଶେଷ / ଧବଳେଶ୍ୱର ଶୈବ ପୀଠ ରେ ୧୪୪ ଧାରା ଜାରି

ଧବଳେଶ୍ୱର ଶୈବ ପୀଠ ରେ ୧୪୪ ଧାରା ଜାରି

କଟକ, ୨୫/୧୦/୨୦୨୧(ଓଡ଼ିଶା ସମାଚାର)-ହିନ୍ଦୁ ମାନଙ୍କର ପବିତ୍ର କାର୍ତିକ ମାସର ଆଜି ପ୍ରଥମ ସୋମବାର । କଟକ ଜିଲାର ପ୍ରସିଦ୍ଧ ଧବଳେଶ୍ୱର ଶୈବ ପୀଠ ରେ କାର୍ତିକ ମାସର ପ୍ରତି ସୋମବାର ହଜାର ହଜାର ଲୋକ ସମାଗମ ହୋଇଥାଏ । କିନ୍ତୁ କୋଭିଡର କଟକଣା ଯୋଗୁ ÿ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ବିନା ଭକ୍ତରେ ପୀଠର ସମସ୍ତ ପୂଜା ନୀତିକାନ୍ତି କରାଯିବ କିନ୍ତୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ଶୈବ ପୀଠ କୁ ଯାଇ ପାରିବେ ନାହିଁ କି ବାବା ଧବଳେଶ୍ୱର ଙ୍କ ଦର୍ଶନ କରିପାରିବେ ନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *