Monday , November 29 2021
Breaking News
Home / ବିଶେଷ / ଦୟାନିଧି ସେବା ସମ୍ମାନ -୨୦୨୧ରେ ସମ୍ମାନୀତ ହେଲେ ବିଶିଷ୍ଟ ସମାଜସେବୀ ଇଂ. ବସନ୍ତ କୁମାର ରାଉତ

ଦୟାନିଧି ସେବା ସମ୍ମାନ -୨୦୨୧ରେ ସମ୍ମାନୀତ ହେଲେ ବିଶିଷ୍ଟ ସମାଜସେବୀ ଇଂ. ବସନ୍ତ କୁମାର ରାଉତ

କଟକ , ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ ତଥା ରକ୍ତଦାନ ଶିବିର ଆୟୋଜକ ଇଂ.ବସନ୍ତ କୁମାର ରାଉତ ଉଲ୍ଲେଖନୀୟ କୃତିତ୍ୱ ନେଇ ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ତଥା ସାହିତ୍ୟ ସଭାରେ ସଭାପତି ଇଂ.ଅଶୋକ କୁମାର ବିଶ୍ବାଳଙ୍କ,ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି, କବୟିତ୍ରୀ ସରୋଜ ନଳିନୀ ପରିଜା,ବରିଷ୍ଟ ସଭ୍ୟ ବିନୋଦ ବେହେରା,ପ୍ରଭାତ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଦାସ,ହରିବନ୍ଧୁ ଆଚାର୍ୟ୍ୟ,କବି ବୁଲେଇ ବେହେରା,ନଟବର ବେହେରା,ମାଧବ ଚନ୍ଦ୍ର ପରିଡା,ଉପେନ୍ଦ୍ର ବାରିକ୍, ଶୁଭେନ୍ଦୁ ଦାସ ମହାପାତ୍ର,ଶ୍ରାବନ୍ତିକା ମହାନ୍ତି,ସରସ୍ୱତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ପ୍ରତିଷ୍ଠାନର ମିଡ଼ିଆ ସେଲ୍ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ,ଅଧ୍ୟାପକ ପ୍ରଫୁଲ୍ଲ ଦାସ,ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧ – ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ …

Leave a Reply

Your email address will not be published. Required fields are marked *