Tuesday , December 7 2021
Breaking News
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ଅବସରରେ ସମାଜସେବୀଙ୍କ ମିଷ୍ଟାନ୍ନ ବଂଟନ

ଗଜଲକ୍ଷ୍ମୀ ପୂଜା ଅବସରରେ ସମାଜସେବୀଙ୍କ ମିଷ୍ଟାନ୍ନ ବଂଟନ

କେନ୍ଦ୍ରାପଡ଼ା,୨୧/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ ସମାଜସେବୀ ତଥା ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ(ମାନ) କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବଂଟନ କରିଛନ୍ତି । ଏଥିସହିତ କୋଭିଡ କଟକଣା ଅନୁପାଳନ ପୂର୍ବକ କେନ୍ଦ୍ରାପଡାରେ ପାଳନ ହେଉଥିବା ଗଜଲକ୍ଷ୍ମୀ ପୂଜାରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ହାତରେ ସାନିଟାଇଜର ଲଗାଇବାକୁ ନିବେଦନ କରିଛନ୍ତି ସମାଜସେବୀ ଶ୍ରୀ ସାହୁ ।   ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *