Saturday , August 20 2022
Breaking News
Home / ବିଶେଷ / ବଦଳିଲେ ଖୋରଧା ଓ ଜଗତସିଂହପୁର ଜିଲ୍ଲାପାଳ

ବଦଳିଲେ ଖୋରଧା ଓ ଜଗତସିଂହପୁର ଜିଲ୍ଲାପାଳ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଅଫିସର ସ୍ତରରେ ଛୋଟିଆ ଅଦଳ ବଦଳ ହୋଇଛି । ଖୋରଧା ଓ ଜଗତସିଂହପୁର ଜିଲ୍ଲାପାଳ ଙ୍କର ବଦଳି ହୋଇଛି । ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ଓ ପାରୁଲ ପଟଓ୍ବ।ରୀ ଜଗତସିଂହପୁର ଜିଲାପାଳ ହେଲେ ।   ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.