Tuesday , May 30 2023
Breaking News
Home / ବିଶେଷ / ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଘରେ ଭିଜିଲାନ୍ସ ଚଢାଉ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଏଥି ସହିତ ତାଙ୍କ ସହଯୋଗୀ , ବନ୍ଧୁ , ଘନିଷ୍ଠ ସମ୍ପର୍କୀୟ ଙ୍କ ସମେତ ୧୫ ଜଣଙ୍କ ଘର ଉପରେ ଏକ କାଳିନ ଚଢାଉ ଚାଲିଛି । ଜଣେ ଏସପି ୨ ଜଣ ଅତିରିକ୍ତ ଏସ ପି ଓ ୧୭ ଜଣ ଡିଏସପି ତଦନ୍ତ କରୁଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଖବର ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.