Wednesday , May 31 2023
Breaking News
Home / ବିଶେଷ / ପୁଣି ରାଜ୍ୟରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଲା

ପୁଣି ରାଜ୍ୟରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଲା

ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)-ପୁଣି ଥରେ ଓଡ଼ିଶାରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଛି । ଦିନକୁ ଦିନ ତୈଳଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି । ପରିବର୍ଦ୍ଧିତ ବସ୍ଭଡ଼ା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ କିଲୋମିଟର ପିଛା ଭଡ଼ା୯୩ ପଇସାରୁ ୯୬ ପଇସା ହୋଇଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା୨୯ପଇସାରୁ ୧ଟଙ୍କା ୩୫ପଇସା କୁ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.