Wednesday , October 4 2023
Breaking News
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନ ପକ୍ଷରୁ ରାତ୍ରି କର୍ଫୁ

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନ ପକ୍ଷରୁ ରାତ୍ରି କର୍ଫୁ

କେନ୍ଦ୍ରାପଡ଼ା, ୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରବିବାର ଠାରୁ ରାତି ୧୦ଟାରୁ  ସକାଳ ୫ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା ପୌରାଂଚଳରେ ରାତ୍ରିକାଳୀନ କର୍ଫୁ ଜାରି କରାଯାଇଛି । ଏହା ଆସନ୍ତା ନଭେମ୍ବରମାସ ପହିଲା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *