Saturday , August 13 2022
Breaking News
Home / ବିଶେଷ / ଅଭିନବରେ ଦଶହରା – ୧୦ ମା’ଙ୍କୁ ସହାୟତା

ଅଭିନବରେ ଦଶହରା – ୧୦ ମା’ଙ୍କୁ ସହାୟତା

ଭୁବନେଶ୍ୱର, ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି ଅନୁଷ୍ଠାନ ସାମନ୍ତରାପୁର ଛକଠାରେ ଲୁଗା ବତ୍ସ ଆଦି ବଂଟନ କରିଥିଲା । ଗୋଟିଏ ପଟେ ଦଶହରାରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ଅସହାୟରେ ଥିବା ୧୦ଜଣ ମା’ ମାନଙ୍କୁ ଦଶହରାରେ ସହାୟତା କରି ଦଶହରା ପାଳନ କରାଯାଇଛି । ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଶିଶୁପାଳଗଡ଼ ସରପଂଚ ଇତିଶ୍ରୀ ଚମ୍ପତି ଓ ସଭ୍ୟମାନେ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.