Tuesday , June 6 2023
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଳାହାଣ୍ଡି ଜିଲ୍ଲା ରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଳାହାଣ୍ଡି ,୧୧/୧୦/୨୧ (ଓଡିଶା ସମାଚାର)- ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତ ର ସଙ୍କରପଲା ଗ୍ରାମର ଟିକେରାମ ଶବର ନାମକ ଜଣେ ବ୍ୟକ୍ତି ଆଜି ପାହାନ୍ତିଆ ସମୟରେ ନିଜ ବିଲକୁ ଯାଇଥିଲେ । ଏହି ସମୟରେ ଭାଲୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣ ରେ ଟିକେରାମ ଶବର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ଜୁନାଗଡ଼ ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛଥିବା ଜଣାଯାଇଛି । ଓଡିଶା ସମାଚାର

 

Leave a Reply

Your email address will not be published.