Saturday , October 16 2021
Breaking News
Home / ବିଶେଷ / କଟକ ସଦର ବ୍ଲକ୍ ର ପଞ୍ଚାୟତ ଭୋଟ ପାଇଁ ସଂରକ୍ଷଣ ଚିଠା ତାଲିକା

କଟକ ସଦର ବ୍ଲକ୍ ର ପଞ୍ଚାୟତ ଭୋଟ ପାଇଁ ସଂରକ୍ଷଣ ଚିଠା ତାଲିକା

କଟକ ସଦର, ୦୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆସନ୍ତା ୨୦୨୨ ଫେବୃଆରୀ ୧୨ ରେ ହେଵାକୁ ଥିବା ପଞ୍ଚାୟତ ଭୋଟ ପାଇଁ କଟକ ସଦର ବ୍ଲକ ର ୨୩ ଗୋଟି ପଞ୍ଚାୟତର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସେଥିରେ ସରପଞ୍ଚ ମାନଙ୍କ ପାଇଁ ୧୧ ଆସନ ପୁରୁଷ ଓ ୧୨ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଵା ଵେଳେ ସମିତି ସଭ୍ୟ/ ସଭ୍ୟାମାନଙ୍କ ପାଇଁ ୧୨ ଆସନ ମହିଳା ଓ ୧୧ ଆସନ ପୁରୁଷମାନଙ୍କ ପାଇଁ ସଂରକ୍ଷିତ ରହିଛି।ଏହି ଆସନ ସଂରକ୍ଷଣରେ ଅନେକ ଆଉ ଥରେ ରିପିଟ୍ ହେଵାକୁ ଯାଉଥିବା ବେଳେ ଅନେକ ନିରାଶ ହେବାକୁ ଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *