Tuesday , June 6 2023
Breaking News
Home / ବିଶେଷ / କଟକ ସଦର ବ୍ଲକ୍ ର ପଞ୍ଚାୟତ ଭୋଟ ପାଇଁ ସଂରକ୍ଷଣ ଚିଠା ତାଲିକା

କଟକ ସଦର ବ୍ଲକ୍ ର ପଞ୍ଚାୟତ ଭୋଟ ପାଇଁ ସଂରକ୍ଷଣ ଚିଠା ତାଲିକା

କଟକ ସଦର, ୦୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆସନ୍ତା ୨୦୨୨ ଫେବୃଆରୀ ୧୨ ରେ ହେଵାକୁ ଥିବା ପଞ୍ଚାୟତ ଭୋଟ ପାଇଁ କଟକ ସଦର ବ୍ଲକ ର ୨୩ ଗୋଟି ପଞ୍ଚାୟତର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସେଥିରେ ସରପଞ୍ଚ ମାନଙ୍କ ପାଇଁ ୧୧ ଆସନ ପୁରୁଷ ଓ ୧୨ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଵା ଵେଳେ ସମିତି ସଭ୍ୟ/ ସଭ୍ୟାମାନଙ୍କ ପାଇଁ ୧୨ ଆସନ ମହିଳା ଓ ୧୧ ଆସନ ପୁରୁଷମାନଙ୍କ ପାଇଁ ସଂରକ୍ଷିତ ରହିଛି।ଏହି ଆସନ ସଂରକ୍ଷଣରେ ଅନେକ ଆଉ ଥରେ ରିପିଟ୍ ହେଵାକୁ ଯାଉଥିବା ବେଳେ ଅନେକ ନିରାଶ ହେବାକୁ ଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.