Friday , June 2 2023
Breaking News
Home / ବିଶେଷ / ଜଗଦେବ ଅସୁସ୍ଥ – ହସପିଟାଲ ରେ ଭର୍ତି

ଜଗଦେବ ଅସୁସ୍ଥ – ହସପିଟାଲ ରେ ଭର୍ତି

ଭୁବନେଶ୍ୱର,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି ।
ମାସେ ହେଲା ଫେରାର ଥିବା ବିଧାୟକ ଶ୍ରୀ ଜଗଦେବ ହେଇକୋର୍ଟ ଙ୍କ ନିର୍ଦ୍ଧେଶରେ ଆତ୍ମସମର୍ପଣ କରି ଆଜି ତଳ କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.